World Theatre Day celebrated by Odisha Sangeet Natak Akademi

World Theatre Day celebrated by Odisha Sangeet Natak Akademi

ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ | ବିଶ୍ୱ ନାଟ୍ୟ ଦିବସ ଅବସରରେ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ମଞ୍ଚସ୍ଥ ହୋଇଥିବା ନାଟକ “ଉତ୍ତମ ପୁରୁଷ”ର ଏକ ଦୃଶ୍ୟ